Jump to content

ଚମ୍ୱା

ଉଇକିଅଭିଧାନ‌ରୁ

ଚମ୍ୱା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପଞ୍ଜାବର ଦେଶୀୟ ରାଜ୍ୟବିଶେଷ — Name of a native state in Punjab.

[ଦ୍ରଷ୍ଟବ୍ୟ —ଏହି ରାଜ୍ୟ ପଞ୍ଜାବର ଉତ୍ତରରେ; କାଶ୍ମୀର ରାଜ୍ୟର ଦକ୍ଷିଣ ପୂର୍ବରେ, ଜଳନ୍ଧର ବିଭାଗର ପଶ୍ଚିମରେ ଓ ହିମାଳୟର ଦକ୍ଷିଣେରେ ଅବସ୍ଥିତ ଏହି ରାଜ୍ୟର ପୂର୍ବସୀମାରୁ ସିନ୍ଧୁର ଉପାନଦୀ ଚେନାବା ନଦୀ ବାହାରି ପ୍ରଥମେ ଚନ୍ଦ୍ର ନଦୀ ନାମ ଗ୍ରହଣ କରିଅଛି, ସିନ୍ଧୁର ଉପନଦୀ ରାବୀ ଏହି ରାଜ୍ୟରୁ ବାହାରି ଅଛି ଏ ରାଜ୍ୟର ରାଜଧାନୀ ଚମ୍ୱା ରାବୀ ନଦୀକୂଳରେ]