Jump to content

ଚମ୍ୱେଇବା

ଉଇକିଅଭିଧାନ‌ରୁ

ଚମ୍ୱେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚୂମ୍ୱ ଧାତୁ)

[ସମ୍ପାଦନା]

ଏକ ପଦାର୍ଥକୁ ଅନ୍ୟ କୌଣସି ପଦାର୍ଥ ନିକଟରେ ପହଞ୍ଚାଇବା — To cause a thing tough another.

(ଯଥା—ଏ ଶେଣୀକୁ ଖୁଣ୍ଟ ଦେହରୁ ଚମ୍ୱେଇଲେ ଦେଖାଯିବ ଏହା ଖୁଣ୍ଟରେ ଖାପ ଖାଇବା କି ନାହିଁ)