ଚରଚା
ଦେଖଣା
ଚରଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚରଚା
|
ଗ୍ରାମ୍ୟ ବିଶେଷ୍ୟ - (ସଂସ୍କୃତ - ଚର୍ଯ୍ୟା)
[ସମ୍ପାଦନା]ସମାଗତ ଅତିଥି ବା ବନ୍ଧୁବାନ୍ଧବଙ୍କୁ ସମ୍ମାନ ବା ମର୍ଯ୍ୟାଦାପୂର୍ବକ ଭୋଜନାଦି ଦେବା; ଅଭ୍ୟାଗତ ବା ଅତିଥିଚର୍ଚ୍ଚା; ଆତିଥେୟତା — Serving or attending upon guests or comers with due respect; hospitality.
ଜଣ ଜଣକ ଚରଚା କଲେ ଭ୍ରତ ବୀର ଦିବ୍ୟ ଅଶନମାନଙ୍କେ ପୂରିଲା ଉଦରେ ବିଶ୍ୱନାଥ. ବିଚିତ୍ରରାମାୟଣ