Jump to content

ଚରଡ଼

ଉଇକିଅଭିଧାନ‌ରୁ

ଚରଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶରାଳି?)

[ସମ୍ପାଦନା]

ଏକଜାତୀୟ କୂଳେଚର ପକ୍ଷୀ; ଜଳାଭୂମିରେ ଚରି ଗେଣ୍ଡାଆଦି ଖାଆନ୍ତି; ବଢ଼ିଆକାଙ୍କ ବା ଗେଣ୍ଡାଳିୟା ଜାତୀୟ; ଏମାନେ ବିଷଧର ସାପଙ୍କୁ ମଧ୍ୟ ଖାଇଯାଆନ୍ତି —Adjutant bird; gigantic Indian stork; Flamingo a kind of wading bird living upon snails etc frund on marshy ground and devouring poisonous snakes; Cisonia Agrala.

[ଦ୍ରଷ୍ଟବ୍ୟ —ଏମାନଙ୍କ ପେଟରୁ ଜାରମହୁରା ନାମକ ସର୍ପବିଷହର ପଦାର୍ଥ ମିଳେ ଜାରମହୁରା ତଳେ ନୋଟ ଦେଖ]