Jump to content

ଚରଣକମଳ

ଉଇକିଅଭିଧାନ‌ରୁ

ଚରଣକମଳ

ଉଚ୍ଚାରଣ

[ସମ୍ପାଦନା]

ଚରଣପଦ୍ମ ଚରଣସରୋଜଅନ୍ୟରୂପ

=== ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ; ଚରଣ+କମଳ; ଭକ୍ତିସୂଚକ ବାକ୍ୟରେ ଦେବତା ବା ପୂଜ୍ୟ ବ୍ୟକ୍ତଙ୍କ ପ୍ରତି ବ୍ୟବହୃତ)—

୧. ପାଦପଦ୍ମ, ପୂଜାର୍ହପାଦ ଦ୍ୱୟ; ପୂଜ୍ୟ ବ୍ୟକ୍ତିଙ୍କ ଗୋଡ଼ତଳ — ୧. (literaly) Foot which is graceful like the lotus or lily; lotus-feet (of a revered person).
୨. ଯେଉଁ ଗୁରୁ ସ୍ଥାନୀୟ ବ୍ୟକ୍ତି ବା ଦେବତାଙ୍କର ଚରଣ କମଳ ବୋଲି କୁହାଯାଉଥାଏ ସେ ସ୍ୱୟଂ — ୨. The person himself who is styled to have the Charaṇakamaḻa

[ ଦ୍ର—ଏ ପଢ ପିତୃଦେବଙ୍କ ଚରଣ କମଳରେ ପହଞ୍ଚିବ, ଅର୍ଥାତ୍ ପିତୃଦେବଙ୍କ ନିକଟରେ ପହଞ୍ଚିବ ଆପଣଙ୍କ ଚରଣକମଳ ମୋର ଆଶ୍ରୟସ୍ଥଳ ଅର୍ଥାତ୍ ଆପଣ ସ୍ୱୟଂ ମୋର ଆଶ୍ରୟ ଆପଣଙ୍କ ଚରଣ କମଳରେ ଅଧୀନକୁ ସ୍ଥାନ ଦେବେ ଆପଣଙ୍କ ନିକଟରେ ମୋତେ ରଖିବେ କମଳାର୍ଥବାଚକ ଅନ୍ୟ ଶବ୍ଦମାନ ଚରଣାର୍ଥ ବାଚକ ଅନ୍ୟ ଶବ୍ଦମାନଙ୍କ ସଙ୍ଗେ ଯୁକ୍ତ ହୋଇ ଏହି ଅର୍ଥରେ ବ୍ୟବହୃତ ହୁଏ ଯଥା—ପାଦପଦ୍ମ, ପଦସରୋଜ ]



  • (file)