ଚରଣକୃପା
ଦେଖଣା
ଚରଣକୃପା
ଉଚ୍ଚାରଣ
[ସମ୍ପାଦନା](ଚରଣଦୟା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚରଣ+କୃପା; ଗୁରୁଜନଙ୍କ ପ୍ରତି ବ୍ୟବହୃତ ଶବ୍ଦ)
[ସମ୍ପାଦନା]ଚରଣର ଦୟା; (ଅର୍ଥାତ୍ ସେ ଚରଣ ଯାହାଙ୍କର ତାଙ୍କର) ଦୟା ବା ଅନୁଗ୍ରହ; ସଂବୋଧିତ ଗୁରୁଜନଙ୍କ ଦୟା — The kindness or favour (of the elderly person addressed)
(ଯଥା— ଆପଣଙ୍କ ଚରଣକୃପାରୁ ମୁଁ ସୁଖରେ ଅଛି ଅର୍ଥାତ୍ ଆପଣଙ୍କ କୃପାରୁ ମୁଁ ସୁଖରେ ଅଛି)
[ଦ୍ରଷ୍ଟବ୍ୟ —ଚରଣାନୁଗ୍ରହ ଓ ଚରଣାନୁକମ୍ପା ଇତ୍ୟାଦି କେତେକ ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୁଅନ୍ତି ]