ଚରଣଗୁପ୍ତ
ଦେଖଣା
ଚରଣଗୁପ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚରଣ ହୋଇଅଛି ଗୁପ୍ତ ଯହିଁରେ)
[ସମ୍ପାଦନା]ଚିତ୍ରକାବ୍ୟ ବା ଚିତ୍ର ରଚନାବିଶେଷ — A kind of artistic poetical composition.
[ ଦ୍ର—ଏପରି ରଚନା ଭଞ୍ଜୀୟ ଯୁଗର ସାହିତ୍ୟରେ ବହୁଳ ହୋଇଥିଲା ଦତ୍ତାକ୍ଷର, ଚ୍ୟୁତାକ୍ଷର ଓ ଦତ୍ତଚ୍ୟୁତାକ୍ଷର ଆଦି ନାମରେ ଏହି ଶ୍ରେଣୀର ବହୁ ରଚନା ତତକାଳୀନ କବିମାନେ କରି ନିଜର ଶବ୍ଦପାଣ୍ତିତ୍ୟ ଦେଖାଇବା ସଙ୍ଗେ ସଙ୍ଗେ ରଚନାମାନଙ୍କୁ ଦୁର୍ବୋଧ୍ୟ କରି ପାରିଥିଲେ ]