Jump to content

ଚରଣଗ୍ରନ୍ଥି

ଉଇକିଅଭିଧାନ‌ରୁ

ଚରଣଗ୍ରନ୍ଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଚରଣ=ପାଦ+ଗ୍ରନ୍ଥି=ଗଣ୍ଠି)

[ସମ୍ପାଦନା]
୧. ଗୋଡ଼ର ଗୋଛି ବା ଗୋଇଠି ୧. Posterior heel of foot.
୨. ବଳାଗଣ୍ଠି ୨. Ankle.