Jump to content

ଚରଣଚିହ୍ନ

ଉଇକିଅଭିଧାନ‌ରୁ

ଚରଣଚିହ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଚରଣ+ଚିହ୍ନ)

[ସମ୍ପାଦନା]
୧. ଭୂମିଆଦିରେ ମୁଦ୍ରିତ ହୋଇ ରହିଯିବା ତଳିପାର ଦାଗ — ୧. Foot-print.
୨. ପଥର, ମାଟି, କାଦୁଅ ଆଦିରେ ଅଙ୍କିତ ବିଷ୍ଣୁ ଓ ମହାତ୍ମାମାନଙ୍କ ପଦଚିହ୍ନ (ଯାହାକୁ ଭକ୍ତମାନେ ପୂଜା କରନ୍ତି) —୨. Foot prints taken on stone, clay, line etc of Bishnu or great-men worshipped and devotees.