ଚରଣଚୁଟିଆ
(ଚରଣଚୁଟେଈ—ସ୍ତ୍ରୀ)
ଯେଉଁ ବ୍ୟକ୍ତି ସମୟ ପଡ଼ିଲେ ଚରଣ ଧରି ଖୋସାମତ କରେ ଓ ସମୟ ପଡ଼ିଲେ ପୁଣି ଚୁଟି ଧରି ମାରେ —Time-serving; a person who acts slavishly and impudently as occasion reqires; a man of no principles.