Jump to content

ଚରଣତଳିଆ

ଉଇକିଅଭିଧାନ‌ରୁ

ଚରଣତଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚରଣତଳ+ଓଡ଼ିଆପ୍ରତ୍ୟୟ ଇଆ)

[ସମ୍ପାଦନା]
୧. ପାଦତଳେ ରହିବାର ଉପଯୁକ୍ତ; ଅତି ନ୍ୟୂନ; ପାଆତଳିୟା —୧. Very humble; one who is fit to stay at the foot (of the person referred to.)
୨. ଚରଣାଶ୍ରିତ (ବ୍ୟକ୍ତି); ଆଶ୍ରିତ ୨. Living on the patronage or favour of a another person.