Jump to content

ଚରଣତଳେପଡ଼ିବା

ଉଇକିଅଭିଧାନ‌ରୁ

ଚରଣତଳେପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—ଗୋଡ଼ତଳେପଡ଼ିବା

[ସମ୍ପାଦନା]
୧. ଅନୁଗ୍ରହ,ଦୟା,କ୍ଷମା, ଆଶୀର୍ବାଦ ପାଇବା ଉଦ୍ଦେଶ୍ୟ ମାନ୍ୟ ବ୍ୟକ୍ତିର ଗୋଡ଼ତଳେ ପ୍ରଣିପାତ କରିବା —୧. To fall at the foot of another; to lie prostrate at the foot of a person (to gain blessing, favour, kindness or forgiveness.)
୨. ଗୋଡ଼ପାଖରେ ମୁଣ୍ତ ଲଗାଇ ପ୍ରଣାମକରିବା — ୨. To make obeisance by touching one's head to the feet of an elderly person.