ଚରଣଦାସ
ଦେଖଣା
ଚରଣଦାସ
ଉଚ୍ଚାରଣ
[ସମ୍ପାଦନା](ଚରଣଦାସୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ବା ୭ମୀ ତତ୍; ଚରଣ+ଦାସ)
[ସମ୍ପାଦନା]- ୧. ପ୍ରଭୁଙ୍କର ଚରଣସେବା କରିବା ଭୃତ୍ୟ — ୧. Servant tending the legs of a master.
- ୨. ପ୍ରଭୁଙ୍କର ଅତ୍ୟନ୍ତ ଅନୁଗତ ଭୃତ୍ୟ; କିଙ୍କର — ୨. Most obedient and humble servent.
- ୩. ଆଜ୍ଞାକାରୀ ଶିଷ୍ୟ ୩. An obedient deciple.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ନାମ; 'ରାଧାରମଣଚରଣଦାସ'ର ସଂକ୍ଷିପ୍ତ ଡାକନାମ; ଏହି ନାମରେ ସେ କଟକରେ ସୁପରିଚିତ ଥିଲେ)—ରାଧାରମଣଚରଣ (ଦେଖ) - Rādhāramaṇacharaṇadāsa (See)
- ୨. ଦିଲ୍ଲୀରେ ବାସକରୁଥିବା ଏକ ସ୍ୱର୍ଗୀୟ ହିନ୍ଦୁଧର୍ମପ୍ରଚାରକ (ଜନ୍ମ ସଂବତ୍ ୧୭୬: ଦେହାନ୍ତ ସଂବତ୍୧୮୬୨: ; ଏ ସ୍ୱରୋଦୟ ଆଦି ଅନେକଗୁଡ଼ିଏ ଗ୍ରନ୍ଥ ରଚନା କରିଥିଲେ, ଏ ଗୋଟିଏ ନୂତନ ବୈଷ୍ଣବସଂପ୍ରଦାୟର ପ୍ରବର୍ତ୍ତନ କରିଥିଲେ—ହିନ୍ଦୀ - ଶବ୍ଦସାଗର) — ୨. Name of a deceased Hindu Saint of Delhi.