ଚରଣଦାସୀ
ଦେଖଣା
ଚରଣଦାସୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ବା ୭ମୀ ତତ୍; ଚରଣ+ଦାସୀ)
[ସମ୍ପାଦନା]- ୧. ଚରଣଦାସର ସ୍ତ୍ରୀଲିଙ୍ଗ — ୧. The feminine of Charaṇadāsa.
- ୨. ପ୍ରଭୁଙ୍କର ପଦସେବାକାରିଣୀ ଚାକରାଣୀ — ୨. A maidservant who massages the legs of the master.
- ୩. ଆପଣାର ସ୍ତ୍ରୀ—୩ . One's wife.
- ୪. ଅତ୍ୟନ୍ତ ଅନୁଗତା ଚାକରାଣୀ — ୪. Most humble and obedient maid servant.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଚରଣଦାସଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ ବିଶେଷ Name of a sect following the tenants of saint Charaṇadāsa.