Jump to content

ଚରଣଧୂଳି

ଉଇକିଅଭିଧାନ‌ରୁ

ଚରଣଧୂଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚରଣ+ଧୂଳି)

[ସମ୍ପାଦନା]
୧. ପ୍ରଭୁ ବା ଗୁରୁଜନଙ୍କ ଚରଣରେ ଲାଗିଥିବା ଧୂଳି — ୧. The dust of the feet of a master or Gurujana.

[ ଦ୍ର—ଶିଷ୍ୟମାନେ ଏହାକୁ ଅତ୍ୟନ୍ତ ପବିତ୍ର ମନେ କରି ମୁଣ୍ତରେ ଲଗାନ୍ତି ]

୨. (ଅତି ଭକ୍ତିପ୍ରଣୋଦିତ ବ୍ୟବହାର) ଗୁରୁଜନ ବା ପୂଜ୍ୟ ବ୍ୟକ୍ତିଙ୍କର ପାଦ — ୨. The feet of a revered person.

(ଯଥା—ଆମ ଘରେ ଆପଣଙ୍କ ଚରଣଧୂଳି ପଡିଲା ନାହିଁ)