Jump to content

ଚରଣପାଦୁକା

ଉଇକିଅଭିଧାନ‌ରୁ

ଚରଣପାଦୁକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚରଣ+ପାଦୁକା)

[ସମ୍ପାଦନା]
୧. କଠଉ; ଖଡ଼ମ —୧. Wooden sandals.
୨. ଜୋତା —୨. Shoes.
୩. ଚରଣଚିହ୍ନ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୩. Charaṇachihna (See)