Jump to content

ଚରଣପୀଠ

ଉଇକିଅଭିଧାନ‌ରୁ

ଚରଣପୀଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଚରଣାଧିକୃତ ପୀଠ)

[ସମ୍ପାଦନା]
୧. ଚରଣପାଦୁକା (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୧. Charaṇapādukā (See)
୨. ଉଚ୍ଚ ସ୍ଥାନରେ ବସିବା ବ୍ୟକ୍ତି ଯେଉଁ ପୀଢା ବା ଟୁଲ୍ ଉପରେ ଆରାମ ପାଇଁ ଗୋଡ ରଖନ୍ତି —୨. Footstool.
୩. ପାଓଁଦାନ; ଗାଡି ଆଦିରେ ଚଢିବାବେଳେ ଯେଉଁ ଚଟକା ଧାତୁଖଣ୍ତ ଉପରେ ଗୋଡ ଦିଆଯାଏ — ୩. Foot-board.