ଚରଣଫାଟୁଆ
ଗୋଡ଼ଫାଟ ରୋଗଗ୍ରସ୍ତ; ଯାହାର ଗୋଡ଼ର ଢଳିପା ଶୀତ ଋତୁରେ ରୋଗ ହେତୁ ଫାଟି ଯିବାରୁ ସେ ଚାଲି ପାରେ ନାହିଁ —One whose heels become cracked in winter (a disease).
ଗୋଡ଼ଫାଟ ରୋଗ —A disease by which the heels becom cracked.