ଚରଣସେବା
ଦେଖଣା
ଚରଣସେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚରଣ+ସେବା)
[ସମ୍ପାଦନା]- ୧. ଗୋଡ଼ ଘଷିବା; ପଦସଂବାହନ —୧. Caressing of the feet of another.
- ୨. ଗୁରୁଜନଙ୍କ ପ୍ରତି ଶିଷ୍ୟାଦିଙ୍କର ଆନୁଗତ୍ୟ — ୨. Obedience; whole hearted devotion; one's elder or superior.
- ୩. ପ୍ରଭୁ ବା ଗୁରୁଜନଙ୍କର ସେବା —୩. A master's service; serving at the feet of the master; devoted service to one's master.