Jump to content

ଚରଣାଙ୍କିତ

ଉଇକିଅଭିଧାନ‌ରୁ

ଚରଣାଙ୍କିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଚରଣ+ଅଙ୍କିତ)

[ସମ୍ପାଦନା]
୧. ପାଦର ଛାପ —୧. The print of ones foot; foot-print.


୨. (୭ମୀ ତତ୍) ପାଦରେ ଚିହ୍ନିତ — ୨. (lines and figures seen) Marked on the soles of the legs.