ଚରଣାଦ୍ରି
ଦେଖଣା
ଚରଣାଦ୍ରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ମଧ୍ୟପଦଲୋପୀ; ଚରଣାଙ୍କିତ ଅଦ୍ରି)
[ସମ୍ପାଦନା]ଚୁନାର୍; କାଶୀ ଓ ମିର୍ଜାପୁର ମଧ୍ୟରେ ଥିବା ସ୍ଥାନ — Chunar, a town between Benares and Mirjapur.
[ ଦ୍ର—ଏଠାରେ ଗୋଟିଏ ଛୋଟ ପାହାଡ଼ରେ ବୁଦ୍ଧଦେବଙ୍କର ଚରଣଚିହ୍ନାଙ୍କିତ ଖଣ୍ତିଏ ପଥର ଅଛି ଏ ପଥରକୁ ମୁସଲମାନମାନେ ନେଇ ଗୋଟିଏ ମସଜିଦରେ ରଖି କହନ୍ତି ଯେ, ଏ କଦମ୍ ରସୁଲ୍ (ମହମ୍ମଦଙ୍କ ପଦଚିହ୍ନ) ଅଟେ ହିନ୍ଦୀ - ଶବ୍ଦସାଗର ]