Jump to content

ଚରଣାନୁଗତ

ଉଇକିଅଭିଧାନ‌ରୁ

ଚରଣାନୁଗତ

ଉଚ୍ଚାରଣ

[ସମ୍ପାଦନା]
(ଚରଣାନୁଗତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ତତ୍; ଚରଣ+ଅନୁ+ଗମ୍+ କର୍ତ୍ତୃ. ତ)

[ସମ୍ପାଦନା]
୧. ଅନ୍ୟର ପଦାଙ୍କ ଅନୁସରଣ— କାରୀ ବା ପଶ୍ଚାଦଗାମୀ — ୧. Following another's foot steps.
୨. ଅତ୍ୟନ୍ତ ବିନୀତ ଓ ଆଜ୍ଞାପାଳକ —୨. Most humble and obedient subservient.
୩. ପ୍ରଭୁଙ୍କର ଚରଣ ସେବାକାରୀ —୩. Tending the feet of or serving the master.
୪. ଶରଣାଗତ (ହିନ୍ଦୀ - ଶବ୍ଦସାଗର) —୪. One who is under the shelter of another.