ଚରଣାମୃତ
ଦେଖଣା
ଚରଣାମୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍ କିମ୍ୱା ମ. ପ. ଲୋ; ଚରଣ+ ଅମୃତ)
[ସମ୍ପାଦନା]ଦେବତା, ବ୍ରାହ୍ମଣ ବା ଗୁରୁଜନଙ୍କର ପାଦପ୍ରକ୍ଷାଳନ ଜଳ; ଯେଉଁ ଜଳକୁ ଭକ୍ତ ପାନ କରେ; ପାଦୋଦକ; ପାଦୁକ; ଗୋଡ଼ଧୁଆ ପାଣି — Water with which the feet of a Diety, Brahamana or spiritual preceptor have been washed and which is taken with avidity by a devotee or disciple.
[ ଦ୍ର—ଚରଣାମୃତ 'ପିଇବା'କୁ ଭକ୍ତିରେ ଚରଣାମୃତ 'ପାଇବା' ବା 'ସେବା କରିବା' ବୋଲାଯାଏ ]