Jump to content

ଚରଣାଶ୍ରିତ

ଉଇକିଅଭିଧାନ‌ରୁ

ଚରଣାଶ୍ରିତ

ଉଚ୍ଚାରଣ

[ସମ୍ପାଦନା]
(ଚରଣାଶ୍ରିତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଚରଣ+ଆଶ୍ରିତ, ଅତିଭକ୍ତି— ପ୍ରଣୋଦିତ ବ୍ୟବହାର)

[ସମ୍ପାଦନା]

ଗୁରୁଜନ, ଦେବତା, ପ୍ରଭୁ, ଧନୀ ବା ବଡ଼ ଲୋକଙ୍କ ଆଶ୍ରୟରେ ଚଳୁଥିବା ବ୍ୟକ୍ତି; ଚରଣାନୁଗତ —(a person) Who is dependent on the favour or bounty of another great or rich man or diety.