ଚରଣାୟୁଧ
ଦେଖଣା
ଚରଣାୟୁଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯାହାର ଚରଣ ଆୟୁଧସ୍ୱରୂପ; ଯାହାର ଚରଣ ତୀକ୍ଷ୍ଣ ନଖଯୁକ୍ତ; ଯେ ଚରଣଦ୍ୱାରା ଅନ୍ୟ କୁକ୍କୁଟ ସଙ୍ଗେ ଯୁଦ୍ଧ କରେ)
[ସମ୍ପାଦନା]- ୧. କକ୍କୁଟ; କୁକୁଡ଼ା —୧. Cock.
ଚରଣୟୁଧବୃନ୍ଦ ଗଟିଲାରେ, କର କରୁଣାବୋଲି ଯେତେ ଚାଟୁ ରକିଲି ତୋ ମାନଗଣ୍ଠି ତ ନ ଫିଟିଲାରେ କବିସୂର୍ଯ୍ୟ—ସଙ୍ଗୀତ
- ୨. ଶିକାରୀ ପଶୁପକ୍ଷୀ ଓ ଜୀବଜନ୍ତୁ — ୨. Birds and beasts of pray.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯାହାର ଗୋଡ଼ ଅସ୍ତ୍ରରୂପେ ବ୍ୟବହୃତ — Having the feet as weapon (animal) fighting with the feet.