Jump to content

ଚରତୀ

ଉଇକିଅଭିଧାନ‌ରୁ

ଚରତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦୀର୍ଘଜୀବୀ ଶାକତରୁବିଶେଷ —Name of a perennial potherb; Ionidium suffruticosum: Viola Suffruticosa (Kirtikar).

[ ଦ୍ର—ଏହା ଭାରତର ଉତ୍ତର ପଶ୍ଚିମ ପ୍ରଦେଶ, ମଧ୍ୟପ୍ରଦେଶ, ବଙ୍ଗ ଓ ସିଂହଳରେ ଜାତ ହୁଏ ଏହାର ଶାଖାଗୁଡ଼ିକ ଝଙ୍କା ମେଲିଯାଏ ଓ ଫୁଲ ନାଲିଆ ଦିଶେ ଏହି ଗଛର ପତ୍ର, ଡ଼ାଙ୍ଗ ଓ ଚେର ବାତଜ୍ୱର, ଗୋଦର, ମେହ ଆଦିର ଔଷଧରେ ବ୍ୟବହୃତ ହୁଏ ]