Jump to content

ଚରମକାଳ

ଉଇକିଅଭିଧାନ‌ରୁ

ଚରମକାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ଚରମ+କାଳ)

[ସମ୍ପାଦନା]
୧. ଅନ୍ତିମ ବା ଶେଷ ଅବସ୍ଥା — ୧. Last stage; final stage,
୨. ବୃଦ୍ଧାବସ୍ଥା —୨. Old age.


୩. ମୁମୂର୍ଷୁ ଅବସ୍ଥା; ମଲାବେଳ —୩. Dying state; one's last moments; the hour of death.