ଚରମପତ୍ର
ଚରମ ପତ୍ରିକା, ଚରମଲିପି, ଚରମଲେଖଅନ୍ୟରୂପ
ମୃତ୍ୟୁ ପରେ ତ୍ୟକ୍ତ ସମ୍ପତ୍ତି ସମ୍ୱନ୍ଧରେ ମୃତ୍ୟୁ ପୂର୍ବରୁ କୌଣସି ବ୍ୟକ୍ତି ସମ୍ପାଦନ କରିଯିବା ଦଲିଲ —A will; last will; testament.