ଚରମପନ୍ଥୀ
ଦେଖଣା
ଚରମପନ୍ଥୀ
ଉଚ୍ଚାରଣ
[ସମ୍ପାଦନା](ନରମପନ୍ଥୀ—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ; ଚରମପନ୍ଥା+ଇନ୍, ୧ମା.୧ବ.)
[ସମ୍ପାଦନା]ରାଜନୀତିରେ ଯେଉଁମାନେ ଚରମପନ୍ଥା ଅବ— ଲମ୍ୱନ କରନ୍ତି; ଅର୍ଥାତ୍ ମାରପଟି ଆଦି କ୍ରିୟା—ଦ୍ୱାରା ସରକାରଙ୍କୁ ଧ୍ୱଂସ କରି ବା ତଡ଼ି ସ୍ୱାୟତ୍ତଶାସନ ବା ଅନ୍ୟ ପ୍ରକାର ରାଷ୍ଟ୍ରତନ୍ତ୍ର ଲାଭ କରିବାର ଉଦ୍ଯୋଗ କରନ୍ତି — Extremists in politics; persons who want to destroy the present from of Government.