ଚରମଭାଗ
ଶେଷ ଅଂଶ — Final or last position.
ଚରମଭାଗ ମୋ ଭାରି ଲାଗି ନାହିଁ ଭ୍ରମେ ଡ଼ରି ଚମକି ତ ନାହିଁ ମୋର ଛାତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ