Jump to content

ଚରମାଚଳ

ଉଇକିଅଭିଧାନ‌ରୁ

ଚରମାଚଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା ବା ୬ଷ୍ଠୀ ତତ୍; ଚରମ+ଅଚଳ)

[ସମ୍ପାଦନା]

ଅସ୍ତଗିରି, ଯେଉଁ ପୌରାଣିକ ପର୍ବତ ପଛରେ ସୂର୍ଯ୍ୟ ବୁଡ଼ିଯାଆନ୍ତି —The mythological or fabulous mountain to which the sun enters while setting in the west.