ଚରାଚର
ଦେଖଣା
ଚରାଚର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ; ଚର+ଅଚର)
[ସମ୍ପାଦନା]ସ୍ଥାବର ଓ ଜଙ୍ଗମ; ଚଳନ୍ତି ଓ ଅଚଳନ୍ତି (ବସ୍ତୁ) —Animate and inanimate; locomotive and stationary; moveable and immoveable (things).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜଙ୍ଗମ ଜୀବ ଓ ସ୍ଥାବର ବସ୍ତୁସମନ୍ୱିତ ଜଗତ୍; ବିଶସଂସାର —୧. The universe; the aggregate of all things animate and inanimate (moving and stationary) creation; the world.
ଚରାଚର ଚାଲି ଭୟମୟ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ—ଗୀତ
- ୨. ବାୟୁ —୨. Atmosphere or air.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମନୁଷ୍ୟସମାଜ — The human society.