ଚରାବାତ
ଯେଉଁ ବାତ ବା ବାୟୁ ଶରୀରର ଅଭ୍ୟନ୍ତରରେ ଚରି ବୁଲୁଥାଏ, ଅର୍ଥାତ୍ ବର୍ତ୍ତମାନ ଏକ ସ୍ଥାନରେ ବ୍ୟଥା ଦେଇ ପରକ୍ଷଣରେ ଅନ୍ୟ ସ୍ଥାନରେ ମାରେ — A wind which pangs or throbs or appears now in one part of the body now in another.