Jump to content

ଚରାଭୂଇଁ

ଉଇକିଅଭିଧାନ‌ରୁ

ଚରାଭୂଇଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚରାଭୂମି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚରଣ+ଭୂମି)

[ସମ୍ପାଦନା]
୧. ଚରିବାର ଭୂମି; ଯେଉଁଠାକୁ କୌଣସି ପଶୁ ବା ପଶୁଦଳ ବା ମାଛ ଚରିବାକୁ ଆସନ୍ତି —୧. A place to which an animal or herd or fishes frequent for grazing or browsing or feeding; pasture-land.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବଦା ଯାତାୟତ କରିବାର ସ୍ଥାନ —୨. (figurative) Resort; one's much frequented place.