Jump to content

ଚରାମେଘ

ଉଇକିଅଭିଧାନ‌ରୁ

ଚରାମେଘ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚରୁର ଏକ ଅର୍ଥ ମେଘ ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]

ଯେଉଁ ମେଘ ଏକସ୍ଥାନରୁ ଅନ୍ୟସ୍ଥାନକୁ ଚରି ବୁଲୁଥାଏ; ଗତିବିଶିଷ୍ଟ ମେଘ; ବିଚରଣଶୀଳ ମେଘ — Drifting cloud.