Jump to content

ଚରିତବ୍ୟ

ଉଇକିଅଭିଧାନ‌ରୁ

ଚରିତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚର ଧାତୁ+ କର୍ମ. ତବ୍ୟ)

[ସମ୍ପାଦନା]
୧. ଯାହା କରାଯିବ — ୧. To be performed or practised.
୨. ଯାହା କରାଯିବା ଉଚିତ — ୨. Fit or proper to be performed.