Jump to content

ଚରିତାଖ୍ୟାୟକ

ଉଇକିଅଭିଧାନ‌ରୁ

ଚରିତାଖ୍ୟାୟକ

ଉଚ୍ଚାରଣ

[ସମ୍ପାଦନା]
(ଚରିତାଖ୍ୟାୟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୬ଷ୍ଠୀ ତତ୍; ଚରିତ+ଆଖ୍ୟାୟକ)

[ସମ୍ପାଦନା]

ଚରିତର ଆଖ୍ୟାୟକ; ଜୀବନବୃତ୍ତାନ୍ତ ଲେଖକ — Biographer.