Jump to content

ଚରିତାର୍ଥ

ଉଇକିଅଭିଧାନ‌ରୁ

ଚରିତାର୍ଥ

ଉଚ୍ଚାରଣ

[ସମ୍ପାଦନା]
(ଚରିତାର୍ଥ—ସ୍ତ୍ରୀ) 

(ଚରିତାର୍ଥତା—ବି)

(ଚରିତାର୍ଥିତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଚରିତ=ସମ୍ପାଦିତ ହୋଇଅଛି ଅର୍ଥ=ଉଦ୍ଦେଶ୍ୟ ବା କାର୍ଯ୍ୟ ଯାହାର ବା ଯାହା— ଦ୍ୱାରା)

[ସମ୍ପାଦନା]
୧. କୃତକର୍ଯ୍ୟ —୧. Successful.
୨. ସଫଳକାମ; ଯାହାର ଅଭୀଷ୍ଟ ସିଦ୍ଧ ହୋଇଅଛି; ସିଦ୍ଧକାମ — ୨. One who has attained his wishes one who has his aim fulfilled or accomplished.
୩. ଚିରବାଧିତ; ଆପ୍ୟାୟିତ —୩. Obliged.
୪. ସନ୍ତୁଷ୍ଟ —୪. Pleased; satisfied.