Jump to content

ଚରିତାର୍ଥ କରିବା

ଉଇକିଅଭିଧାନ‌ରୁ

ଚରିତାର୍ଥ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚରିତାର୍ଥୟ ନାମ ଧାତୁ)

[ସମ୍ପାଦନା]
୧. ଅନ୍ୟର ବାଞ୍ଛା ସିଦ୍ଧ କରି ତାକୁ ସନ୍ତୁଷ୍ଟ ବା ସୁଖୀ କରାଇବା — ୧. To make one happy by fulfilling one's desire.
୨. ଅନ୍ୟକୁ ସନ୍ତୁଷ୍ଟ କରିବା — ୨. To satisfy a person.
୩. ଅନ୍ୟ ବ୍ୟକ୍ତିକୁ ଉଦ୍ଦେଶ୍ୟ ସାଧନରେ ସହାୟ ହେବା — ୩. To cause any one to attain his aim.