ଚରିତ୍ରଚିତ୍ରଣ
ଦେଖଣା
ଚରିତ୍ରଚିତ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚରିତ୍ର+ଚିତ୍ରଣ)
[ସମ୍ପାଦନା]- ୧. କୌଣସି ଐତିହାସିକ ବା ପୌରାଣିକ ବ୍ୟକ୍ତିଙ୍କର ସ୍ୱଭାବ କିପରି ଥିଲା ତହିଁର ବିଶଦ ବର୍ଣ୍ଣନା — ୧. Depicting the character of a historical or a mythological personage.
- ୨. ମନୁଷ୍ୟ ଚରିତ୍ରର ବ୍ୟାଖ୍ୟାନ —୨. Depicting human nature; a study of human nature as depicted in a work of history; biography or fiction.