ଚରିଯିବା
ଦେଖଣା
ଚରିଯିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. (କୌଣସି ରୋଗ ଔଷଧ ବା ବିଷର କ୍ରିୟା) ଦେହଯାକ ବ୍ୟାପ୍ତ ହେବା —୧. (any disease or medicine or poison) To pervade or to to be diffused through the whole system.
କିବା ଗରଳ ତେହେ ଯାଉଛି ଚରି ମଧୁସୂଦନ, ଭତ୍ତରରାମଚରିତ
- ୨. (ଗୋରୁ ଆଦି) କୌଣସି କ୍ଷେତ୍ରର ଫସଲକୁ ଖାଇ ବିଶେଷ ଭାବରେ ବା ସମୂଳେ ନଷ୍ଟ କରିବା — ୨. (cattle) To completely or excessively damage the crop of a field.
(ଯଥା—ମୋ ବାଇଗଣକିଆରିକୁ ଗୋରୁ ଚରି ଗଲେ)
- ୩. (ଗୋରୁମାନେ) ଚରିବା ନିମନ୍ତେ ଘରୁ ବା ପଘାରୁ ଫିଟି ବାହାରକୁ ବାହାରିବା —୩. To go out for grazing.
(ଯଥା—ଆମ ଗାଈ ବଳଦ ସକାଳୁ ଚରିଯାଇଛନ୍ତି, ସନ୍ଧ୍ୟାକୁ ଘରକୁ ଫେରି ଆସିବେ)
[ ଦ୍ର—ଏ ବର୍ଷ ଏତେ ବେଶ ଆମ୍ୱ ଫସଲ ହୋଇଥିଲା ଯେ ଆମ୍ୱଯାକ ଗୋରୁ ଚରିଗଲେ ତା ପିଠିରେ ମାଡ଼ରେ ଗୋରୁ ଚରିଗଲେ ଏପରି ସ୍ଥଳରେ 'ଗୋରୁ ଚରିଯିବା' ପ୍ରୟୋଗ ଆମ୍ୱର ବା ମାଡ଼ର ଅତ୍ୟନ୍ତାଧିକ୍ୟ ଭାବ ବୁଝାଏ ]
- ୪. (ଲକ୍ଷଣାର୍ଥ) ଗୋରୁ ଘାସ ଚରିଯିବା ଭଳି ଅନ୍ନ ଧ୍ୱଂସ କରିବା —୪. To feed extensively.
[[]] ୫ ଚରିବା ]] ୬ (ଦେଖ) - — ୫. Charibā ୬. (See)