ଚରିରୁଗ୍ଣ
ଦେଖଣା
ଚରିରୁଗ୍ଣ
ଉଚ୍ଚାରଣ
[ସମ୍ପାଦନା](ଚିରରୁଗ୍ଣା—ସ୍ତ୍ରୀ)
ଚିରରୋଗୀ—ପୁଂ., ଚିରରୋଗିଣୀ—ସ୍ତ୍ରୀଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଂ— (ସୁପ୍ ସୁପ୍ ସମାସ; ଚିର+ରୁଗ)
[ସମ୍ପାଦନା]- ୧. ଯେ ବହୁକାଳ ହେଲା ରୋଗ ଭୋଗ କରୁ ଅଛି — ୧. Suffering from a chronic disease; Valetudinarian; invalid.
- ୨. ଆଜନ୍ମ ରୋଗୀ —୨. Delicately constituted or sickly from birth.