Jump to content

ଚରିଷ୍ଣୁ

ଉଇକିଅଭିଧାନ‌ରୁ

ଚରିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚର୍ ଧାତୁ+ଶୀଳାର୍ଥେ. ଇଷ୍ଣୁ; ତୁଳ. ସହିଷ୍ଣୁ, ବର୍ଦ୍ଧିଷ୍ଣୁ, ଉତ୍ପତିଷ୍ଣୁ)

[ସମ୍ପାଦନା]

ଚଳନଶୀଳ; ଗତିଶୀଳ; ଜଙ୍ଗମ — ୧. Moving about; moveable-

ବିଶେଷ୍ୟ - (ନାମ)

[ସମ୍ପାଦନା]

କୀର୍ତ୍ତିମାନ୍ ରାଜଙ୍କ ପୁତ୍ର — Name of the son of the king Kīrtiman.