ଚରେଇ
ଦେଖଣା
ଚରେଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚରାଇବା କର୍ମ — ୧. Tending of cattle.
- ୨. ଗୋରୁ ଆଦି ଚରିବା ପାଇଁ ତୃଣପୂର୍ଣ୍ଣ ଭୂମି — ୨. Rich pasturage.
- ୩. ବନିଶୀ ପକାଇବା ପୂର୍ବରୁ ଜଳାଶୟରେ ବିଞ୍ଛାଯିବା ରୁଟିଖଣ୍ଡ ବା ମଇଦାର ଛୋଟ ଗୁଳା ମାଛମାନଙ୍କ ଲୋଭନୀୟ ପଦାର୍ଥ, ଯାହା ପାଣିରେ ବିଞ୍ଛାଯାଏ —୩. Bits of food strewn in the water to attract fishes to a place where a person intends to angle.
[ଦ୍ରଷ୍ଟବ୍ୟ —ମାଛମାନେ ଏହାର ଗନ୍ଧରେ ଆକୃଷ୍ଟ ହୋଇ ସେ ସ୍ଥାନରେ ଜମା ହୁଅନ୍ତି ଓ ପରେ ବନିଶୀଆ ଥୋପ ଦେଇ ସେଠାରେ ବନ୍ସି ପକାଏ ସୋରିଷ ପିଡ଼ିଆ ଭଜା, ମେଥି ଭଜା, ଗନ୍ଧଶୁଣ୍ଠି, ପଚାପତ୍ର, କାଙ୍ଗିମଞ୍ଜି, ଘୋଡ଼ାବଚ, ଲୋବାନକୁ ଚୂରି ଅଟା ବା ମାଟି ସଙ୍ଗେ ଏକତ୍ର ବାଟି ଗୁଳା ବାନ୍ଧି ଏହା ପ୍ରସ୍ଥୁତ କରାଯାଏ]