Jump to content

ଚର୍ଚାକରିବା

ଉଇକିଅଭିଧାନ‌ରୁ

ଚର୍ଚାକରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଲୋଚନା କରିବା — ୧. To discuss a matter.
୨. ଅନୁଶୀଳନ କରିବା —୨. To study a subject or theme.
୩. ମର୍ଯ୍ୟାଦାପୂର୍ବକ ଅତିଥି ବା ଆଗନ୍ତୁକଙ୍କ ଖାଦ୍ୟ— ପାନାଦିଦ୍ୱାରା ସେବା କରିବା —୩. To serve a guest.