ଚର୍ଚିକା
ଦେଖଣା
ଚର୍ଚିକା
ଉଚ୍ଚାରଣ
[ସମ୍ପାଦନା](ଚର୍ଚ୍ଚିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚର୍ଚ ଧାତୁ+ଭାବ. ଅକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଅଙ୍ଗରେ ଚନ୍ଦନାଦି ଲେପନ —୧. Smearing the body with scented pastes.
- ୨. ଚର୍ଚ୍ଚା; ଆଲୋଚନା (ହିନ୍ଦୀ - ଶବ୍ଦସାଗର) — ୨. Discussion.
- ୩. ଦୁର୍ଗା (ହିନ୍ଦୀ - ଶବ୍ଦସାଗର) —୩. Goddess Durga (M.W.)
- ୪. ଏକପ୍ରକାର ଶିମ୍ୱ (ହିନ୍ଦୀ - ଶବ୍ଦସାଗର) — ୪. A kind of bean.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଟକ ଜିଲ୍ଲାର ବାଙ୍କି ରାଜ୍ୟର ପ୍ରଧାନ ଗ୍ରାମ — ୧. The big village of Banki in Cuttack District.
- ୨. ବାଙ୍କିରେ ପୂଜିତା ଦୁର୍ଗାମୂର୍ତ୍ତି; ଚାତକଇ — ୨. Name of the goddess in Banki.
[ଦ୍ରଷ୍ଟବ୍ୟ —ଉତ୍କଳରେ ପୂଜା ପାଉଥିବା ଅଷ୍ଟ ଚଣ୍ଡିଙ୍କ ମଧ୍ୟରୁ ଏ ଏକତମ, ଏହାଙ୍କ ମନ୍ଦିର ଗୋଟିଏ ପାହାଡ଼ ଓ ମହାନଦୀ ନିକଟରେ ଅବସ୍ଥିତ
ବିକ ଅର୍ଚ୍ଚିତ ଚର୍ଚ୍ଚିବା ଦେବୀ ବାଙ୍କି ଈଶ୍ୱରୀ ରାଧାନାଥ. ଚନ୍ଦ୍ରଭାଗା