Jump to content

ଚର୍ଚ୍ଚନ

ଉଇକିଅଭିଧାନ‌ରୁ

ଚର୍ଚ୍ଚନ

ଉଚ୍ଚାରଣ

[ସମ୍ପାଦନା]

(ଚର୍ଚ୍ଚିତ—ବିଣ)

(ଚର୍ଚ୍ଚନ—ଅନ୍ୟରୂପେ)

ସଂସ୍କୃତ - ବିଶେଷ୍ୟ - (ଚର୍ଚ୍ଚ ଧାତୁ +ଭାବ. ଅନ)

[ସମ୍ପାଦନା]
୧. ଆଲୋଚନା —୧. Discussion.
୨. ଲେପନ —୨. Besmearing; anointing.