ଚର୍ଚ୍ଚରୀ
ଦେଖଣା
ଚର୍ଚ୍ଚରୀ
ଉଚ୍ଚାରଣ
[ସମ୍ପାଦନା](ଚର୍ଚରୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚର୍ଚ୍ଚ ଧାତୁ+ ସଂଜ୍ଞାର୍ଥେ. ଅର +ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଚର୍ଚ୍ଚରିକା (ଦେଖ) - ୧. Charchcharikā (See)
ତା ଉପରେ ପୁଣି ଦୋଳି ଚର୍ଚରୀର—ରାଧନାଥ ପାର୍ବତୀ
- ୨. ଆମୋଦପ୍ରମୋଦ (ହିନ୍ଦୀ - ଶବ୍ଦସାଗର) — ୨. A musement.
- ୩. ନାଟରଙ୍ଗ; ନାଟତାମସା (ହିନ୍ଦୀ - ଶବ୍ଦସାଗର) — ୩. Songs and music.