Jump to content

ଚର୍ଚ୍ଚିକ

ଉଇକିଅଭିଧାନ‌ରୁ

ଚର୍ଚ୍ଚିକ

ଉଚ୍ଚାରଣ

[ସମ୍ପାଦନା]
(ଚର୍ଚ୍ଚିକା—ସ୍ତ୍ରୀ) 

(ଚର୍ଚ୍ଚକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଫୁ. (ଚର୍ଚ୍ଚ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଆଲୋଚନାକାରୀ —୧. Discussing.
୨. ଲେପନକାରୀ —୨. Besmearing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବେଦ ପାଠ ସମୟରେ ଗୋଟିଏ ଶବ୍ଦର ପୁନରାବୃତ୍ତି —୧. Repetition of a word in reciting the Bedas (M.W.)
୨. ବେଦଜ୍ଞ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୨. A person versed in the Bedas.