ଚର୍ପଟା
ଦେଖଣା
ଚର୍ପଟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚର୍ପଟ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଚାପୁଡ଼ାଧ୍ୱନି — ୧. Sound produced by slapping.
- ୨. ତାଳି ଶବ୍ଦ —୨. Clapping sound.
- ୩. ଭାଦ୍ର ଶୁକ୍ଲଷଷ୍ଠୀ; ଷଠୀଓଷା; ଷଷ୍ଠୀଦେବୀ ପୂଜା — ୩. A ceremony observed on the ୬th day of the bright fortnight of Bhādrab on which Shashṭhidebī is worshipped and children are patted with a bunch of small braches by elderly women.
[ଦ୍ରଷ୍ଟବ୍ୟ —ଏ ଦିନ ଶିଶୁମାନଙ୍କ ପିଠିରେ ବୟୋଧାକା ସ୍ତ୍ରୀ ମାନେ କେତେଗୁଡ଼ିଏ ଡ଼ାଳର ଗୋଛକୁ କୌତୁକରେ ଚାପଡ଼ାନ୍ତି (ଆଘାତ କରନ୍ତି)]